ଛଟ୍କିବା Chhaṭkibā
- ପ୍ରାଦେ. (ସମ୍ବଲପୁର) କ୍ରି. (ତୁଳ, ହି. ଛଟକ୍ନା) — ଖସିଯିବା — To slip out; to slip away
- ପ୍ରାଦେ. (ସମ୍ବଲପୁର) କ୍ରି. (ତୁଳ, ହି. ଛଟକ୍ନା) — (ଯଥା—ଶିଲି (ଶଗଡ଼ଚକ)ରୁ ତାର୍ (ହାଲ) ଛଟ୍କିଗଲା।)
- ପ୍ରାଦେ. (ସମ୍ବଲପୁର) କ୍ରି. (ତୁଳ, ହି. ଛଟକ୍ନା) — ଛଟ୍ ପଟ୍ କରିବା — To be restless