ଛଟାଛଟି Chhaṭāchhaṭi

  • ଦେ. ବି — (ସଂ. କ୍ଷିପ୍ତ) ବାଡ଼ରେ ବା କାନ୍ଥରେ ମାଟି ଛାଟିବା ବା ଲେସିବା କର୍ମ — Sprinkling or splashing with mud
  • ଦେ. ବି — ଭାଙ୍ଗିଯାଇଥିବା କାନ୍ଥରେ ମାଟି ଛାଟିବା କର୍ମ — Reparing of a mud wall
  • ଦେ. ବି — (ସଂ. ଛେଦନ) ଗଛର ଅଗମାନଙ୍କୁ ଛାଟିବା କର୍ମ — Pruning