ଛଟପଟିଆ Chhaṭapaṭiā

  • ଦେ. ବି — କଲବଲ; କାଲୁବାଲୁ — Anxiety; trouble; restlessness
  • ଦେ. ବି — ଅସ୍ଥିରତା; ଅବକାଶହୀନତା — Want of leisure
  • ଦେ. ବି — ଶୋଇଲେ ଦେହ ଛଟପଟକୁ ଭଜଇ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ — କଲବଲ — Anxious in trouble
  • ଦେ. ବିଣ — ଅସ୍ଥିର — Restless; moving about
  • ଦେ. ବିଣ — ଅବକାଶହୀନ — Having no leisure