ଛଟଛଟକା Chhaṭachhaṭakā

  • ପ୍ରାଦେ. (ଯାଜପୁର) ବି — ଉତ୍ସବ ସମୟରେ କାନ୍ଥରେ ଦିଆଯିବା ଚୁନ ବା ପିଠଉର ଫଟକା ଚିହ୍ନ — Marks of lime or rice ground with water put on the wall by means of a brush or festive occasions