ଛଟଛଟ Chhaṭachhaṭa

  • ଦେ. ବିଣ — ଅତ୍ୟନ୍ତ ଶାରୀରିକ କଷ୍ଟ ବା ଯନ୍ତ୍ରଣାରେ ଅଙ୍ଗ— ବିକ୍ଷେପ କରିବା; କଲବଲ — Restless or struggling through extreme agony
  • ଦେ. ବିଣ — ଛଟଛଟ ହେଲା ଭୂମେ ରକ୍ତଉତ୍ସସ୍ରାବୀ ସାଳଙ୍କାର ହସ୍ତପାଦ, ସଶିରସ୍କ ଶିରଃ—ରାଧାନାଥ, ମହାଯାତ୍ରା।