ଛଟକ Chhaṭaka

  • ଦେ. ବି. (ସଂ. ଛଟା) — ସୌନ୍ଦର୍ଯ୍ୟ — Beauty; grace
  • ଦେ. ବି. (ସଂ. ଛଟା) — ଶୋଭା — Splendour
  • ଦେ. ବି. (ସଂ. ଛଟା) — ପ୍ରବେଶ ହୋଇଲେ ଯାଇଁ ଅଯୋଧ୍ୟା କଟକେ ଶକ୍ରର ଭୁବନ ପ୍ରାୟ ଜିଣଈ ଛଟକେ—ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବି. (ସଂ. ଛଟା) — ଢଙ୍ଗ — Manner
  • ଦେ. ବି. (ସଂ. ଛଟା) — ଭଙ୍ଗୀ — Winsome deportments; arts
  • ଦେ. ବି. (ସଂ. ଛଟା) — ମନୋହର ନେତ୍ରଭଙ୍ଗୀ — Charming glance
  • ଦେ. ବି. (ସଂ. ଛଟା) — ଆଖି ପିଛାଡ଼ିବା; ନେତ୍ରଭଙ୍ଗୀ; ପଲକ — Glance; tinkling of the eye
  • ଦେ. ବି. (ସଂ. ଛଟା) — ଛଳ; ଚାତୁରୀ — Trick
  • ଦେ. ବି. (ସଂ. ଛଟା) — ଛଟକେ ରିପୁକଟକ ସଂହାରି—ରାଧାନାଥ, ଯଯାତି।
  • ଦେ. ବି. (ସଂ. ଛଟା) — ରସିକତା — Gallantry
  • ଦେ. ବିଣ — ଶୋଭାଯୁକ୍ତ — Beautiful; charming
  • ଦେ. ବିଣ — ଦେଖିବା ରାଜାର କଟକ, କେମନ୍ତେ ଦିଶଇ ଛଟକ— ଜଗନ୍ନାଥ, ଭାଗବତ।