ଛଞ୍ଚିବା Chhan̄chibā

  • ଗ୍ରା. କ୍ରି (ସଂ. ସଞ୍ଚୟ) — ସଞ୍ଚୟ କରିବା; ଧନାଦି ଜମାଇବା — To hoard or store for future
  • ଗ୍ରା. କ୍ରି (ସଂ. ସଞ୍ଚୟ) — ଭୀମା ଆଈ ଜୀବନଯାକ ଛଞ୍ଚି ଛଞ୍ଚି ବେକରେ ଗୋଟାଏ ସୁନାମାଳି ଲଗାଇଥିଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଗ୍ରା. କ୍ରି (ସଂ. ସଞ୍ଚୟ) — (ସଂ. ଶୌଚ)—ଛଅଁଚିବା (ଦେଖ) — Chhaañchibā (See)