ଛଚିନ୍ଦ୍ର Chhachindra

  • ଗ୍ରା. ବିଣ. (ସଂ. ଶଚୀନ୍ଦ୍ର; ଇନ୍ଦ୍ରଙ୍କ ସଙ୍ଗେ ତୁଳନା) — ବିଦ୍ୟା ପଢ଼ିବା ବିଷୟରେ ମନୋଯୋଗୀ ବା ବାହାଦୁର — Attentive to one's studies; diligent in one's studies
  • ଗ୍ରା. ବିଣ. (ସଂ. ଶଚୀନ୍ଦ୍ର; ଇନ୍ଦ୍ରଙ୍କ ସଙ୍ଗେ ତୁଳନା) — ଛାଟକୁ ରେ ବାବୁ ଭୟ ନ କର ଛଚିନ୍ଦ୍ର ହୋଇ ବିଦ୍ୟା ପଢ଼ିବାର। ହରିଦାସ, ଯଶୋଦାଙ୍କ ଭକ୍ତି ଗୀତ।
  • ଗ୍ରା. ବିଣ. (ସଂ. ଶଚୀନ୍ଦ୍ର; ଇନ୍ଦ୍ରଙ୍କ ସଙ୍ଗେ ତୁଳନା) — ଉତ୍କୃଷ୍ଟ — Excellent
  • ଗ୍ରା. ବିଣ. (ସଂ. ଶଚୀନ୍ଦ୍ର; ଇନ୍ଦ୍ରଙ୍କ ସଙ୍ଗେ ତୁଳନା) — ଛଚିନ୍ଦ୍ର କଥା ଏ ଶ୍ରୀ ଭାଗବତ କ୍ଷମେ ହରିଦାସ ଗାଇଲେ ଗୀତ। ହରିଦାସ, ଯଶୋଦାଙ୍କ ଭକ୍ତି ଗୀତ।