ଛଉଁରି Chhauñri

  • ଦେ. ବି. (ସଂ. ଛଦ୍ ଧାତୁ) — ଛଉରି (ଦେଖ) — Chhauri (See)
  • ଦେ. ବି. (ସଂ. ଛଦ୍ ଧାତୁ) — ଅନନ୍ତ ମହିମାଙ୍କର ଦିବ୍ୟ ଆଭରଣୀ, ତାଙ୍କ ନାମ ଅଟେ ବଜ୍ର ଛଉଁରୀ କୌପୁନୀ। ପ୍ରାଚୀ, ବ୍ରହ୍ମନିରୂପଣଗୀତା।