ଛଇଲି ଛାଉଲି Chhaili chhāuli

  • ଦେ. ବି (ସଂ. ଛଳ) — ଛଳତାପୂର୍ଣ୍ଣ କୌଶଳ — Stratagem
  • ଦେ. ବି (ସଂ. ଛଳ) — ଛଇ (ଦେଖ) — Chhai (See)
  • ଦେ. ବି (ସଂ. ଛଳ) — ଏ ବଡ଼ ଛଇଲି ଛାଉଲିରେ ଜାତି ନେବଟି—କବିସୂର୍ଯ୍ୟ, ରତ୍ନାକର ଚମ୍ପୂ।