ଛଇ ଦେବା Chhai debā

  • ଦେ. କ୍ରି — (ସଂ. ସଜ୍ଜିତ) ଗଦା ଗଦା କରି ସୁସଜ୍ଜିତ କରିବା; ଗାଦି ମାରିବା — To arrange in rows or heaps (e.g. straw; bricks)
  • ଦେ. କ୍ରି — (ସଂ. ଛଦ୍ ଧାତୁ)—ଚାରିଆଡ଼େ ଘୋଡ଼ାଇ ପକାଇବା; ଛାଇବା — To cover the whole surface