ଛଇ କରିବା Chhai karibā

  • ଦେ. କ୍ରି — ଛଟକ ବା ଭଙ୍ଗୀ ପ୍ରକାଶ କରିବା — To show frolicsomeness; to show off one's fine things
  • ଦେ. କ୍ରି — ରସିକତା କରିବା — To flirt; to practice gallantry