ଛଆଙ୍ଗୁଠିଆ Chha-āṅguṭhiā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଷଟ୍+ଅଙ୍ଗୂଳ) — ଯାହାର ହାତ କିମ୍ବା ଗୋଡ଼ରେ ବା ହାତଗୋଡ଼ ଉଭୟରେ ପାଞ୍ଚଟି ରେଖାଏଁ ପରିବର୍ତ୍ତରେ ଛଅଟି ଲେଖାଏଁ ଆଙ୍ଗୁଠି ଥାଏ — Hexadactylous