ଚଢ଼େଇଲେଦା Chaṟḍ̠ẖeiledā

  • ଦେ. ବି. — ପକ୍ଷିବିଷ୍ଠା — The ordure of birds
  • ଦେ. ବି. — ଜଗନ୍ନାଥଙ୍କୁ ଭୋଗ ଲାଗିବାପାଇଁ ପ୍ରସ୍ତୁତ ନାନାପ୍ରକାର ପିଠାରୁ ବଳି ପଡ଼ିଥିବା କ୍ଷୁଦ୍ର ଖଣ୍ଡମାନଙ୍କୁ ମିଶାଇ ତିଆରି କରାଯିବା ମିଷ୍ଟାନ୍ନ — The remnants of different cakes kneaded and rolled into a mass & offered to Lord Jagannath