ଚଢ଼େଇଗୋଡ଼ି Chaṟḍ̠ẖeigoṟḍ̠i

  • ପ୍ରାଦେ. (ଗଡ଼ଜାତ) ବି — ପାଣି କୂଳରେ ଜନ୍ମିବା ଜଙ୍ଗଲି ବୁଦାଳିଆ ବୃକ୍ଷବିଶେଷ — Ixora Undulata; name of a large shrub growing near water (Haines)
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏ ଗଛ ଝାମ୍ପୁଡ଼ା; 4।5 ହାତ ଉଚ୍ଚ ହୁଏ। କାଠ ଖୁବ ଟାଣ, କୁରାଢ଼ି ଚଙ୍କେ ନାହିଁ। ଭଲ ଜାଳ ହୁଏ।] — [ଦ୍ର—ଏ ଗଛ ଝାମ୍ପୁଡ଼ା;45ହାତ ଉଚ୍ଚ ହୁଏ କାଠ ଖୁବ ଟାଣ, କୁରାଢ଼ି ଚଙ୍କେ ନାହିଁ ଭଲ ଜାଳ ହୁଏ]