ଚଢ଼ାଳି Chaṟḍ̠ẖāḻi
- ଦେ. ବିଣ. (ସଂ. ଉଚ୍ଚଳନକାରୀ) — ଘୋଡ଼ା ଚଢ଼ିବାରେ ଅଭ୍ୟସ୍ତ — Habituated to riding
- ଦେ. ବିଣ. (ସଂ. ଉଚ୍ଚଳନକାରୀ) — ଘୋଡ଼ା ଚଢ଼ିବାରେ ପଟୁ — Expert in horse-riding
- ଦେ. ବିଣ. (ସଂ. ଉଚ୍ଚଳନକାରୀ) — ଆରୋହଣକାରୀ — Riding; ascending
- ଦେ. ବିଣ. (ସଂ. ଉଚ୍ଚଳନକାରୀ) — (ଅନ୍ଯ ଶବ୍ଦ ସଙ୍ଗେ ଲାଗେ; ଯଥା—ଘୋଡ଼ାଚଢ଼ାଳି, ଗଛଚଢ଼ାଳି, ପର୍ବତଚଢ଼ାଳି) ଅମୁକ ଉପରେ ଚଢ଼ିବାରେ ଅଭ୍ୟସ୍ତ ବା ପଟୁ — Habituated to or expert in riding (a horse or tree)
- ଦେ. ବି — ଚାବୁକସବାର — 1. Jockey
- ଦେ. ବି — ଅଶ୍ୱାରୋହୀ ବ୍ଯକ୍ତି — A rider
- ଦେ. ବି — ଆରୋହଣରେ ପଟୁ ବ୍ଯକ୍ତି — A skilful rider