ଚଢ଼ା ଉତାର Chaṟḍ̠ẖā utāra

  • ଦେ. ବି. (ବିପରୀତାର୍ଥକ ସହଚର) — କୌଣସି ପଦାର୍ଥକୁ ଉପରକୁ ଉଠାଇବା ଓ ତଳକୁ ଓହ୍ଲାଇ ଆଣିବା — Lifting and lowering
  • ଦେ. ବି. (ବିପରୀତାର୍ଥକ ସହଚର) — ଉଠାଣି ଓ ଗଡ଼ାଣି — Ascent and descent; upward and downward slopes
  • ଦେ. ବି. (ବିପରୀତାର୍ଥକ ସହଚର) — ପ୍ରଶ୍ନ ଓ ତହିଁର ଉତ୍ତର — Question and its reply
  • ଦେ. ବି. (ବିପରୀତାର୍ଥକ ସହଚର) — ଉପରକୁ ଉଠିବା ଓ ତଳକୁ ଖସିବା — Ascending and descending; going up and coming down
  • ଦେ. ବି. (ବିପରୀତାର୍ଥକ ସହଚର) — ଖୁବ କଡ଼ା ସ୍ୱର ଓ ଖୁବ ନରମା ସ୍ୱର — Sounds of high and low pitch