ଚଡ଼ା ପଡ଼ିବା Chaṟḍ̠ā paṟḍ̠ibā

  • ଦେ. ବି.—(ସଂ. ଚର+ପତନ) — ନଦୀ ଗର୍ଭରେ ସ୍ରୋତ ଦ୍ୱାରା ଏକ ସ୍ଥାନରେ ଗୁଡ଼ିଏ ବାଲି ବା ମାଟି ଜମା ହୋଇ ଯିବା — Formation of alluvial deposit or sand-bank in the bed of a river