ଚଡ଼ନ୍ଦାର Chaṟḍ̠an-dār
- ପ୍ରାଦେ. (ମେଦିନୀପୁର) ବି.—(ତୁଳ. ଏହି ଅର୍ଥରେ ବଂ ଓ ହି) — ଆରୋହୀ — Riding
- ପ୍ରାଦେ. (ମେଦିନୀପୁର) ବି.—(ତୁଳ. ଏହି ଅର୍ଥରେ ବଂ ଓ ହି) — ଅଳଙ୍କାରରେ ଜଡ଼ାଉ କରିବା କାରିଗର — An artisan who mounts gems on an ornament
- ପ୍ରାଦେ. (ମେଦିନୀପୁର) ବି.—(ତୁଳ. ଏହି ଅର୍ଥରେ ବଂ ଓ ହି) — ଯେଉଁ ଅଳଙ୍କାରରେ ଜଡ଼ାଉ କାମ ହୋଇଥାଏ — Mounted ornament; gem-set ornament
- ପ୍ରାଦେ. (ମେଦିନୀପୁର) ବି.—(ତୁଳ. ଏହି ଅର୍ଥରେ ବଂ ଓ ହି) — ଯେଉଁ ବ୍ଯକ୍ତି ବୋଝାଇମାଲକୁ ଜଗିବା ପାଇଁ ଗାଡ଼ି, ଡଙ୍ଗା ବା ରେଳରେ ଯାଏ — A passenger who accompanies the merchandises laden in a cart, boat or rail