ଚଡ଼ା Chaṟḍ̠a
- ଦେ. ବି.—(ସଂ. ଚର) — ନଦୀ ଗର୍ଭରେ ବନ୍ୟା ବେଳେ ସ୍ରୋତଦ୍ୱାରା ରାଶୀକୃତ ବାଲି ବା ପଟୁ; ପଠା — Sand-bank; alluvion or accretion formed in the bed of a river
- ଦେ. ବି.—(ସଂ. ଚର) — (ସଂ. ଚର ଧାତୁ) ଆରୋହଣ — Ascending
- ଦେ. ବି.—(ସଂ. ଚର) — ଉଠାଣି — Ascent
- ଦେ. ବି.—(ସଂ. ଚର) — ପ୍ରଶ୍ନ—(ବିପରୀତ—ଉତାର) — Question
- ଦେ. ବି.—(ସଂ. ଚର) — ଚଢ଼ା (ଦେଖ) — Chaṟḍ̠ẖā (See)