ଚଡ଼କାଇବା Chaṟḍ̠akāibā
- ଦେ. କ୍ରି. (ଧ୍ୱନ୍ୟନୁକରଣ) — ଚଡ଼କିବାର ଣିଜନ୍ତରୂପ — The causative form of Chaṟḍ̠akibā
- ଦେ. କ୍ରି. (ଧ୍ୱନ୍ୟନୁକରଣ) — ଫଟାଇବା — To cause to crack; to split
- ଦେ. କ୍ରି. (ଧ୍ୱନ୍ୟନୁକରଣ) — ଭୟରେ ସ୍ତମ୍ଭିତ ବା ଚମକିତ କରିବା — To startle; to alarm
- ଦେ. କ୍ରି. (ଧ୍ୱନ୍ୟନୁକରଣ) — ତାହା ସଙ୍ଗତେ ସଙ୍ଗ ହୋଇଣ ଚଡ଼କ ଚଡ଼କାଇବ ଏ ସବୁରି ହୃଦଯାକ— କୃଷ୍ଣସିଂହ, ମହାଭାରତ, ବନ।