ଚୋଲ୍ଟ୍ରି Cholṭri

  • ପ୍ରାଦେ. (ଗଞ୍ଜାମ) ବି — ପାନ୍ଥଶାଳା; ଯେଉଁଠାରେ ପଥିକ— ମାନେ ବିନା ଭଡ଼ାରେ କିଛିଦିନ ରହି ପାରନ୍ତି — Choultry; caravansari
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଗଞ୍ଜାମ ଓ ମାନ୍ଦ୍ରାଜରେ ଧନିମାନେ ଅନେକ ନଗରରେ ବହୁ ଧନ ବ୍ଯୟ କରି ଚୋଲ୍ଟ୍ରିମାନ ପ୍ରତିଷ୍ଠା କରି ଅଛନ୍ତି। ଏଠାରେ ପାନ୍ଥ ଓ ଆଗନ୍ତୁକ ଭଦ୍ର ବ୍ଯକ୍ତିମାନେ ବିନା ଭଡ଼ାରେ ଆଶ୍ରୟ ନିଅନ୍ତି।]