ଚୋରିପତ୍ର Choripatra

  • ପ୍ରାଦେ. ବି. (ପାନବରବୀ ଭାଷା) — ପାନବରଜ ତାଟିର କାଣ୍ଡଶରମାନଙ୍କ ମଝିରେ ଦିଆଯାଇଥିବା ପତ୍ରର ତିନିସ୍ତର ମଧ୍ୟରୁ ମଝିସ୍ତରର ପତ୍ର — The middle most group of leaves in a reed-wall