ଚୋରିଚାରି କରିବା Chorichāri karibā

  • ଦେ. କ୍ରି. (ଚୋରି ସଙ୍ଗେ ନିରର୍ଥକ ସମ ଧ୍ୱନି ଚାରି ଶଦ୍ଦ ଯୋଗ) — ନାନା ଉପାୟରେ ବା ଅନେକ ଥର ଚୋରି କରିବା — To steal in many ways
  • ଦେ. କ୍ରି. (ଚୋରି ସଙ୍ଗେ ନିରର୍ଥକ ସମ ଧ୍ୱନି ଚାରି ଶଦ୍ଦ ଯୋଗ) — (ଯଥା—ମୋର ସମ୍ପତ୍ତିଯାକ ଚାକର ଓ କର୍ମଚାରୀମାନେ ଚୋରିଚାରି କରିନେଇ ଗଲେ।)