ଚୋରାବସନ୍ତ Chorābasanta

  • ଦେ. ବି — ବସନ୍ତଋତୁ ଆରମ୍ଭ ନ ହେଉଣୁଁ ଯେଉଁ ପ୍ରୀତିକର ମଳୟ (ଦକ୍ଷିଣା) ପବନ ବହେ — The delicious south wind which begins to blow some time before the advent of the spring proper
  • ଦେ. ବି — ନିଆଳୀ—ବିକାଶୀ ଚୋରା ବସନ୍ତକୁ ବନେ ଯଥା ଫୁଲ ଚୁଇଁ। ରାଧାନାଥ—ଯଯାତି।