ଚୋରାଇବା Chorāibā
- ଦେ. କ୍ରି. (ସଂ. ଚୁର୍ ଧାତୁ) — ଚୋରି କରିବା — To steal
- ଦେ. କ୍ରି. (ସଂ. ଚୁର୍ ଧାତୁ) — ଆଣିଲା ତା ଚୋରାଇ ଦେଖାଇ ଚାତୁରୀ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. ଚୁର୍ ଧାତୁ) — (ଲକ୍ଷଣାର୍ଥ) ଅନୁକରଣ କରିବା — To imitate
- ଦେ. କ୍ରି. (ସଂ. ଚୁର୍ ଧାତୁ) — ଭଗ୍ନ ଚକ୍ର ମନମଥ ବିଜୟୀ ମଙ୍ଗଳ ରଥ ଗତିରୀତି ଚୋରାଇଛି ଚାଲି। କବିସୂର୍ଯ୍ୟ, ସଙ୍ଗୀତ।