ଚୋରବନିବା Chorabanibā

  • ଦେ. କ୍ରି — ଅପ୍ରତିଭ ହେବା — To be at the end of one's wits
  • ଦେ. କ୍ରି — (ଯଥା—ମୁଁ ତାଙ୍କ ଯୁକ୍ତି ଶୁଣି ଚୋର ବନିଗଲି)
  • ଦେ. କ୍ରି — କୌଣସି ବ୍ଯକ୍ତି ସମ୍ମୁଖରେ ଉପସ୍ଥିତ ହେବା ପାଇଁ କୁଣ୍ଠିତ ବା ଭୀତ ହେବା — To hesitate to appear