ଚୋବାଇ ଚୋବାଇ କଥା କହିବା Chobāi chobāi kathā kahibā
- ଦେ. କ୍ରି — ପାଟିରେ ଚାଉଳ ଚୋବାଉ ଚୋବାଉ କଥା କହିଲେ ମନୁଷ୍ୟ ଯେପରି ଅସ୍ପଷ୍ଟଭାବରେ କଥା କହେ ସେହିପରି କଥା କହିବା; ବାରଚାଉଳିଆ କରି କଥା କହିବା — To speak indistinctly (as if the speakers were uttering words while engaged in chewing something)