ଚୋବା ଚୋବି Chobā chobi

  • ଦେ. କ୍ରି — କୌଣସି ପଦାର୍ଥକୁ ଉପର୍ଯ୍ୟୁପରି ଚୋବାଇବା — To masticate
  • ଦେ. ବିଣ — ପରସ୍ପର କାମୁଡ଼ାକାମୁଡ଼ି — Biting each other
  • ଦେ. ବିଣ — କେତେ ଯୋଦ୍ଧାଟି ଚୋବାଚୋବି ଛିଣ୍ଡାଛିଣ୍ଡି ହୋଇଣ ରଣଦାନ୍ତେ ପଡ଼ିଲେ ଦରାଣ୍ଡି—କୃଷ୍ଣସିଂହ, ମହାଭାରତ, ଦ୍ରୋଣ।