ଚୋପ୍ଦାର୍ Chopdār
- ବୈଦେ. ବି. (ଫା. ଚୋବ୍ଦାର୍) — ରାଜା ଓ ବିଶିଷ୍ଟ ବ୍ଯକ୍ତିମାନେ ଶୋଭାଯାତ୍ରା କରିବା ସମୟରେ ତାଙ୍କ ଆଗେ ଆଗେ ଆସା, ସୋଠା ବହନ କରି ଅଗ୍ରସର ହେବା ଭୃତ୍ୟ; ରାଜଦଣ୍ଡ ବାହକ ଅଗ୍ରଗାମୀ ସିପାହୀ; ଆସାବର୍ଦାର୍ — Chobedār; persons carrying maces before kings on ceremonial occasions