ଚୋପାମୁହାଁ Chopā-muhāñ

  • ଦେ. ବିଣ. ପୁଂ — ଯାହା ମୁହଁ ଫଳର ଚୋପା ପରି ଭିତରକୁ ପଶିଯାଇ ଥାଏ; ଟାକୁଆଗାଲ — One whose cheeks are hollowed like the rind of a fruit