ଚୋପ କାଠି Chopa kāṭhi

  • ଦେ. ବି. (ଫା. ଚୋବ୍+ସଂ. କାଷ୍ଠ) — ଯେଉଁ କାଠି ଦ୍ୱାରା ଢୋଲ ଓ ନାଗର ଆଦି ବାଡ଼ିଆ ହୁଏ — Drum-stick
  • ଦେ. ବି. (ଫା. ଚୋବ୍+ସଂ. କାଷ୍ଠ) — [ଦ୍ର—ପାଣ ଓ ହାଡ଼ିମାନଙ୍କର ଚୋପକାଠି ସନ୍ତକ ଅଟେ।]