ଚୋଟ ପକେଇବା Choṭapakeibā

  • ଦେ. କ୍ରି — ବନ୍ଧୁକରେ ବାରୁଦ ଭରିବା — To charge a gun
  • ଦେ. କ୍ରି — ଆଗ ଲୋକେ ପୁଣି ଚୋଟ ପକାଇ, ବେଗେ ହାଜର ହୋଇଥାନ୍ତି ଯାଇ। ବଜ୍ରନାଥ, ସମରତରଙ୍ଗ।
  • ଦେ. କ୍ରି — (ସର୍ପ) ଦଂଶନ କରିବା — (snake) To bite