ଚୋଉକତି Choukati

  • ପ୍ରାଦେ. (ଯାଜପୁର) ବି — ଚଉକତି (ଦେଖ) — Chaukati (See)
  • ପ୍ରାଦେ. (ଯାଜପୁର) ବି — [ଦ୍ର—ସଂ. ଚତୁଃ ଶବ୍ଦର ଅପଭ୍ରଂଶ 'ଚଉ' ବା 'ଚୌ' ଆଦ୍ୟରେ ଥିବା ଶବ୍ଦମାନ ଯାଜପୁରରେ 'ଚୋଉ' ଯୁକ୍ତ ହୋଇ ଉଚ୍ଚାରିତ ହୁଏ। ଯଥା—ଚଉକାଠ ସ୍ଥାନରେ ଚୋଉକାଠ, ଚଉପାଢ଼ି ସ୍ଥାନରେ ଚୋଉପାଢ଼ି; ପଣ୍ଡିତ ଓ ଶିକ୍ଷିତମାନଙ୍କ ମୁଖରୁ ମଧ୍ୟ ଘରୋଇ କଥାବାର୍ତ୍ତାରେ ଏହା ଶୁଣାଯାଏ।]