ଚୈତ୍ୟସ୍ଥାନ Cha̲i̱tya-sthāna

  • ସଂ. ବି — ବୁଦ୍ଧଦେବଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିବା ସ୍ଥାନ — A place containing an image of Buddha
  • ସଂ. ବି — କୌଣସି ପବିତ୍ର ସ୍ଥାନ; ତୀର୍ଥ — Any sacred place; a centre of pilgrimage