ଚୈତ୍ୟଯଜ୍ଞ Cha̲i̱tya-j̄ajna

  • ସଂ. ବି — ଆଶ୍ୱଳାୟନ ଗୃହ୍ୟସୂତ୍ରରେ ବର୍ଣ୍ଣିତ ଯଜ୍ଞବିଶେଷ — A kind of Vedic sacrifice
  • ସଂ. ବି — [ଦ୍ର—କୌଣସି ଦ୍ରବ୍ୟ ହଜିଗଲେ ଦ୍ରବ୍ୟସ୍ୱାମୀ ଏ ଯଜ୍ଞ କରିବା ପାଇଁ ସଂକଳ୍ପ କରୁଥିଲେ ଓ ନଷ୍ଟ ଦ୍ରବ୍ୟ ମିଳିଲେ ଏ ଯଜ୍ଞର ଅନୁଷ୍ଠାନ କରୁଥିଲେ (ହି. ଶବ୍ଦସାଗର)।]