ଚୈତ୍ୟବନ୍ଦନ Chaityabandana
- ସଂ. ବି — ଜୀନ ବା ବୁଦ୍ଧଙ୍କ ମୂର୍ତ୍ତି (ହି. ଶବ୍ଦସାଗର) — An image of the Jīna or Buddha
- ସଂ. ବି — ଜୈନ ବା ବୌଦ୍ଧମନ୍ଦିର — A Jaina or Buddhistic temple
- ସଂ. ବି — ଚୈତ୍ୟ ବା ଦେବାଳୟ ସମ୍ବନ୍ଧୀୟ ଧନର ରକ୍ଷା — Management and custody of the funds of a religious endowment