ଚୈତନ୍ୟୋଦୟ Cha̲i̱tanyodaya

  • ସଂ. ବି. ( 6 ଷ୍ଠୀ ତତ୍; ଚୈତନ୍ଯ+ଉଦୟ) — ଚେତନାର ଉଦୟ — Awakening of consciousness
  • ସଂ. ବି. ( 6 ଷ୍ଠୀ ତତ୍; ଚୈତନ୍ଯ+ଉଦୟ) — ଜ୍ଞାନୋଦୟ; ଜ୍ଞାନର ଆବିର୍ଭାବ — The dawning of knowledge