ଚେଡ଼ୀପୁଅ Cheṟḍ̠īpua
- ଗ୍ରା. ବି. ପୁଂ. (ଗାଳିବିଶେଷ) — ଦାସୀପୁତ୍ର — (a term of abuse) Son of a concubine or maid servant
- ଗ୍ରା. ବି. ପୁଂ. (ଗାଳିବିଶେଷ) — ସିନ୍ଦୂର ଫରୁଆ ଗୋଟି କାଉ ଚେଡ଼ୀପୋ ନେଲା କାଉ ଚେଡ଼ୀପୋ ନେଇ କରି ଦେଉଳ ତୋଳିଲା—ଶିଶୁଗୀତ।
- ଗ୍ରା. ବି. ପୁଂ. (ଗାଳିବିଶେଷ) — ନୀଚକୁଳ ପ୍ରସୂତ ବ୍ଯକ୍ତି — A lowborn person
- ଗ୍ରା. ବି. ପୁଂ. (ଗାଳିବିଶେଷ) — ନୀଚଲୋକ — A mean person