ଚେରାପୁଞ୍ଜି Cherāpun̄ji
- ଦେ. ବି. (ନାମ) — ଆସାମ ପ୍ରଦେଶର ଖାସିଆ ପାହାଡ଼ର ପାଦଦେଶରେ ଅବସ୍ଥିତ ନଗର ଓ ପର୍ବତବିଶେଷ — Cherrapunji in the Khasiā hills of Assam
- ଦେ. ବି. (ନାମ) — [ଦ୍ର—ଏଠାରେ ପୃଥିବୀର ସକଳ ସ୍ଥାନ ଅପେକ୍ଷା ବେଶି ବର୍ଷା ହୁଏ। ଏପରିକି, ଏକଦିନ ମଧ୍ୟରେ ଏଠାରେ 41 ଇଞ୍ଚ ବା ଦୁଇ ହାତ ପର୍ଯ୍ୟନ୍ତ ପାଣି ଜମା ହେବା ଭଳି ବର୍ଷା ହେବାର ଦେଖା ଯାଇଅଛି। ଏହା ସିଲ୍ହଟ୍ ଜିଲ୍ଲା ଓ ନଗରର ଉତ୍ତର ଓ ସିଲଙ୍ଗର ଦକ୍ଷିଣରେ ଅବସ୍ଥିତ।] — [ଦ୍ର—ଏଠାରେ ପୃଥିବୀର ସକଳ ସ୍ଥାନ ଅପେକ୍ଷା ବେଶି ବର୍ଷା ହୁଏ ଏପରିକି, ଏକଦିନ ମଧ୍ୟରେ ଏଠାରେ41ଇଞ୍ଚ ବା ଦୁଇ ହାତ ପର୍ଯ୍ୟନ୍ତ ପାଣି ଜମା ହେବା ଭଳି ବର୍ଷା ହେବାର ଦେଖା ଯାଇଅଛି ଏହା ସିଲ୍ହଟ୍ ଜିଲ୍ଲା ଓ ନଗରର ଉତ୍ତର ଓ ସିଲଙ୍ଗର ଦକ୍ଷିଣରେ ଅବସ୍ଥିତ]