ଚେରଷ୍ଟା Cherashṭā
- ଗ୍ରା. ବି (ସଂ. ଚେଷ୍ଟା) — ଆଚରଣ — Conduct
- ଗ୍ରା. ବି (ସଂ. ଚେଷ୍ଟା) — ଦୂର୍ଯ୍ୟୋଧନ ସୈନ୍ୟର ଚେରଷ୍ଟା କହିଲେ। କୃଷ୍ଣସିଂହ, ମହାଭାରତ, ବନ।
- ଗ୍ରା. ବି (ସଂ. ଚେଷ୍ଟା) — ବ୍ଯବହାର; କାର୍ଯ୍ୟକଳାପ — Behaviour
- ଗ୍ରା. ବି (ସଂ. ଚେଷ୍ଟା) — ଅନେକ କାଳର ସେ ଅଟଇ ବୁଢ଼ୀ ଗୋଟା ତାହାଠାରେ ହେଲା ମୋର ଏଡ଼େକ ଚେରେଷ୍ଟା—ସାରଳା, ମହାଭାରତ, ଆଦି।
- ଗ୍ରା. ବି (ସଂ. ଚେଷ୍ଟା) — କର୍ମ; କାର୍ଯ୍ୟ — Act
- ଗ୍ରା. ବି (ସଂ. ଚେଷ୍ଟା) — ଚୈତନ୍ୟ; ଜ୍ଞାନ — Consiousness
- ଗ୍ରା. ବି (ସଂ. ଚେଷ୍ଟା) — ଜୀବନୀଶକ୍ତି — Vital power
- ଗ୍ରା. ବି (ସଂ. ଚେଷ୍ଟା) — ରୀତି; ଢଙ୍ଗ — Manner