ଚେର କାଟିବା Chera kāṭibā
- ଦେ. କ୍ରି — କୌଣସି ବୃକ୍ଷର ମୂଳକୁ କାଟିବା — To cut the root of a tree
- ଦେ. କ୍ରି — (ଲକ୍ଷଣାର୍ଥ; ଚେର କାଟିଲେ ଗଛ ମରି ଯିବାରୁ) କୌଣସି ବ୍ଯକ୍ତିର ଅନିଷ୍ଟ ବା ଉଚ୍ଛେଦ ସାଧନ କରିବା — (figurative) To injure or ruin a person
- ଦେ. କ୍ରି — (ଯଥା—ସେ ମୋର ଉପରେ ଉପରେ ପାଣି ଢାଳୁଛି, ହେଲେ, ଭିତରେ ଭିତରେ ଚେର କାଟୁଛି।)