ଚେମ୍ବର୍ Chembar

  • ପ୍ରାଦେ. (ସମ୍ବଲପୁର) ବିଣ — ଚେମଡ଼ (ଦେଖ) — Chemaṟḍ̠a (See)
  • ବୈଦେ. (ଇଂ.) ବି — କୋଠରି — Chamber; room
  • ବୈଦେ. (ଇଂ.) ବି — (ଯଥା—ବେଡ୍ଚେମ୍ବର=ରାଜାଙ୍କ ଶୟନମନ୍ଦିର।)
  • ବୈଦେ. (ଇଂ.) ବି — ହାକିମମାନଙ୍କ ଅଫିସ୍ସଂଲଗ୍ନ ଖାସ କାମରା — The chamber of an official
  • ବୈଦେ. (ଇଂ.) ବି — ବାରିଷ୍ଟର ଓ ଓକିଲମାନଙ୍କର ଖାସ୍ ବୈଠକଖାନା ବା ଅଫିସ୍ — The sitting room or office of a barrister or pleader
  • ବୈଦେ. (ଇଂ.) ବି — [ଦ୍ର—କେତେକ ସଭା ବା ସଂଘକୁ ମଧ୍ୟ ଚେମ୍ବର୍ ନାମ ଦିଆ— ଯାଏ। ଯଥା— ଚେମ୍ବର ଅଫ୍ କମର୍ସ, ଅପର୍ ଚେମ୍ବର୍, ଚେମ୍ବର୍ ଅଫ୍ ପ୍ରିନ୍ସେସ୍।]