ଚେମଣାବାବୁ Chemaṅābābu
- ଦେ. ବି. (ନାମ) — ନାଗପୁର ମରହଟ୍ଟା ରାଜା ମାଧୋଁଜୀ ଭୋଁସଲାଙ୍କ ସାନ ଭାଇ — The younger brother of Mādhojī Bhoñsalā, the Marhatta ruler of Nagpur
- ଦେ. ବି. (ନାମ) — [ଦ୍ର—ମାଧୋଜୀ ଏହାଙ୍କୁ ଢେଙ୍କାନାଳ ବିଦ୍ରୋହ ଦମନ କରିବା ଓ ବଙ୍ଗପ୍ରଦେଶ ଆକ୍ରମଣ କରିବା ପାଇଁ ପଠାଇଥିଲେ। ଢେଙ୍କାନାଳର ରାଜା ତ୍ରିଲୋଚନଙ୍କ ସଙ୍ଗେ ଏହାଙ୍କର ଯୁଦ୍ଧ ହେବା ପରେ ସନ୍ଧି ସ୍ଥାପିତ ହୋଇଥିଲା (ଖ୍ରୀ. ଅ. 1798 )। ବ୍ରଜନାଥ ବଡ଼ଜେନା ସମର— ତରଙ୍ଗରେ ଢେଙ୍କାନାଳ ରାଜାଙ୍କ ଯୁଦ୍ଧ ବିଷୟ ବର୍ଣ୍ଣନା କରିଅଛନ୍ତି।] — [ଦ୍ର—ମାଧୋଜୀ ଏହାଙ୍କୁ ଢେଙ୍କାନାଳ ବିଦ୍ରୋହ ଦମନ କରିବା ଓ ବଙ୍ଗପ୍ରଦେଶ ଆକ୍ରମଣ କରିବା ପାଇଁ ପଠାଇଥିଲେ ଢେଙ୍କାନାଳର ରାଜା ତ୍ରିଲୋଚନଙ୍କ ସଙ୍ଗେ ଏହାଙ୍କର ଯୁଦ୍ଧ ହେବା ପରେ ସନ୍ଧି ସ୍ଥାପିତ ହୋଇଥିଲା (ଖ୍ରୀ. ଅ.1798) ବ୍ରଜନାଥ ବଡ଼ଜେନା ସମର— ତରଙ୍ଗରେ ଢେଙ୍କାନାଳ ରାଜାଙ୍କ ଯୁଦ୍ଧ ବିଷୟ ବର୍ଣ୍ଣନା କରିଅଛନ୍ତି]