ଚେନ୍ମେନ୍ Chen-men
- ବୈଦେ. ବି (ଇଂ. ଚେନ୍ମାନ୍) — ଜମି ମାପ ବେଳେ ଜଞ୍ଜିରକୁ ଭୂମିରେ ଟାଣିବା ମୂଲିଆ — Chain- man; a cooly who drags the chain through a field
- ବୈଦେ. ବି (ଇଂ. ଚେନ୍ମାନ୍) — ଓଡ଼ିଶାରେ କାନୁନ୍ଗୋମାନଙ୍କ ସଙ୍ଗେ ନିଯୁକ୍ତ ସରକାରୀ ପିଅନ — The peon accompanying a Kanungo in Orissa