ଚେନ୍ଦ୍ରି Chendri

  • ପ୍ରାଦେ (ସମ୍ବଲପୁର) ବି (ସଂ. ଚୀର) — କନା — A bit of cloth
  • ପ୍ରାଦେ (ସମ୍ବଲପୁର) ବି (ସଂ. ଚୀର) — କନ୍ଥା — Rag; a bit of torne cloth
  • ପ୍ରାଦେ (ସମ୍ବଲପୁର) ବି (ସଂ. ଚୀର) — ଘରେ ନାହିଁ ଚେନ୍ଦ୍ରି ମୁଣ୍ଡ କୁରୁଛେ ବେନ୍ଦ୍ରି—ବ୍ୟଙ୍ଗ ପ୍ରବଚନ।