ଚେତୋଇବା Chetoibā

  • ଦେ. କ୍ରି. (ସଂ. ଚିତୋଇବା) — ଚେତାଇବା (ଦେଖ) — Chetāibā (See)
  • ଦେ. କ୍ରି. (ସଂ. ଚିତୋଇବା) — ସ୍ମରଣ କରିବା; ହେଜିବା — To recollect
  • ଦେ. କ୍ରି. (ସଂ. ଚିତୋଇବା) — ଚେତିଲେ ଯାହା ବୋଲେ ଲଭି ଲାଜ ଚେତୋଇ ନାହିଁ ସେ ରସକୁ ଆଜ—କବିସୂର୍ଯ୍ୟ, କବିତା।