ଚେତା ହେବା Chetā hebā

  • ଦେ. କ୍ରି — ସଚୈତନ୍ୟ ହେବା; ଚେତନ ଅବସ୍ଥାକୁ ଆସିବା — To come to one's senses
  • ଦେ. ବି — ଚେତା ପଶିବା (ଦେଖ) — Chetā paṡibā (See)