ଚେଣ୍ଟେଇବା Cheṇṭeibā
- ଦେ. କ୍ରି. (ସଂ. ଚଣ୍ଡ, କିମ୍ବା ଚଟ ଧାତୁ= ଭେଦନ) — ଧିକିମାକି ହେବା; ଗୋଟିଏ କଥାକୁ ବହୁବାର କହି ବିରକ୍ତ କରିବା — To tease a person by repeatedly saying the same thing; to importune
- ଦେ. କ୍ରି. (ସଂ. ଚଣ୍ଡ, କିମ୍ବା ଚଟ ଧାତୁ= ଭେଦନ) — କୃପଣତା ପ୍ରକାଶପୂର୍ବକ ଦରଦାମରେ ଧିକିମାକି କରିବା — To higgle and haggle