ଚେକ୍ ବହି Chek bahi

  • ବୈଦେ. ବି. (ଇଂ. ଚେକ୍+ଫା. ବହି) — ଯେଉଁ ବହିରେ ଗୁଡ଼ିଏ ସାଧା ବରାଦି-ପତ୍ର ଥାଏ — Cheque-book; a book containing blank cheques
  • ବୈଦେ. ବି. (ଇଂ. ଚେକ୍+ଫା. ବହି) — [ଦ୍ର—ଧନସ୍ୱାମୀ ଉକ୍ତ ବହିରୁ ଖଣ୍ଡିଏ ଖଣ୍ଡିଏ ଚେକ୍ ପୂରଣ ଓ ଦସ୍ତଖତ କରି କୌଣସି ବ୍ଯକ୍ତି ନାମରେ ବରାଦ ଲେଖି ତାଙ୍କୁ ଉକ୍ତ ଚେକ ଦେଲେ ସେ ବାଙ୍କ୍ରୁ କିମ୍ବା ଖଜଣାଖାନାରୁ ଉକ୍ତ ଚେକ୍କୁ ଭଙ୍ଗାଇ ଟଙ୍କା ଆଣି ପାରେ।]